ଡିସେମ୍ବର ସୁଦ୍ଧା ମଡର୍ଣ୍ଣା, ଫାଇଜର ଟିକା

ନୁଆଦିଲ୍ଲୀ: ସମ୍ପ୍ରତି ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରଖିଥିବା ପ୍ରମୁଖ ଭେଷଜ କମ୍ପାନି ମଡର୍ଣ୍ଣା ଓ ଫାଇଜର ଦ୍ୱାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକାର ଫଳାଫଳ ଆଗାମୀ କେଇ ସପ୍ତାହ ଭିତରେ ହସ୍ତଗତ ହୋଇପାରିବ। ସବୁ କିଛି ଠିକ୍‌ଠାକ୍‌ ରହିଲେ ଆଗାମୀ ଡିସେମ୍ବର ସୁଦ୍ଧା ଏହି ଦୁଇ କମ୍ପାନି ସେମାନଙ୍କ ଟିକାର ବଜାର ପ୍ରବେଶ କରାଇପାରିବେ ବୋଲି ଆଶାବାଦୀ ଅଛନ୍ତି। ଆମେରିକା ଓ ୟୁରୋପରେ ଶୀତ ପଡ଼ୁପଡ଼ୁ ଅଭିନବ କରୋନାଭୂତାଣୁ … Continue reading ଡିସେମ୍ବର ସୁଦ୍ଧା ମଡର୍ଣ୍ଣା, ଫାଇଜର ଟିକା